ଛଉ ନାଚ

ଛଉ
ମୟୂରଭଞ୍ଜ ଛଉରେ ରାଧାକୃଷ୍ଣଙ୍କ ରାସଲୀଳା
ମାଧ୍ୟମ ଗୀତ-ନାଟ
ପ୍ରକାର ମୟୂରଭଞ୍ଜ (ଓଡ଼ିଶା), ପୁରୁଲିଆ (ପଶ୍ଚିମବଙ୍ଗ), ଷଢ଼େଇକଳା (ଝାଡ଼ଖଣ୍ଡ)
ସଂସ୍କୃତି ଓଡ଼ିଆ ଚଳଣି
ସୃଷ୍ଟି ଓଡ଼ିଶା,  ଭାରତ
ସମୟ କାଳ ମଧ୍ୟଯୁଗ
ମୟୂରଭଞ୍ଜ ଛଉ ନାଚ ପରିବେଷଣ କରୁଛନ୍ତି ଇଲିଆନା ସିତାରିଷ୍ଟ

ଛଉ ନାଚ (ଛଉ ନାଟ) ଏକ ଯୁଦ୍ଧଭିତ୍ତିକ ଭାରତୀୟ ନାଟ ଯାହା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଜନ୍ମଲାଭ କରିଛି ।[୧]

ପ୍ରକାର[ସମ୍ପାଦନା]

ଛଉ ନାଚରେ ବ୍ୟବହୃତ ହେଉଥିବା ଖଣ୍ଡାଢାଲ

ଏହା ମୁଖ୍ୟତଃ ତିନି ପ୍ରକାରର:

  • ମୟୂରଭଞ୍ଜ ଛଉ
ଏହା ମୟୂରଭଞ୍ଜରୁ ଜନ୍ମଲାଭ କରିଛି । ଏଥିରେ ନାଟ ସାଙ୍ଗରେ ତୁରୀ, ମାଦଳ ଓ ଅନ୍ୟାନ୍ୟ ବାଦ୍ୟଜନ୍ତ୍ରର ବାଦନ କରି ନାଚ ମାଧ୍ୟମରେ ଯୁଦ୍ଧର ବର୍ଣ୍ଣନା କରାଯାଇଥାଏ ।
  • ଷଢ଼େଇକଳା ଛଉ
ଏହା ପୁରାତନ ଓଡ଼ିଶା ଓ ଏବେକାର ଝାଡ଼ଖଣ୍ଡର ସଢ଼େଇକଳାରେ ଦେଖିବାକୁ ମିଳେ ।
  • ପୁରୁଲିଆ ଛଉ
ଏହା ପଶ୍ଚିମବଙ୍ଗର ପୁରୁଲିଆଠାରେ ଦେଖିବାକୁ ମିଳେ ।

ଛଉ ଶବ୍ଦର ଜନ୍ମ[ସମ୍ପାଦନା]

ଓଡ଼ିଆ ଭାଷାର ପ୍ରଖ୍ୟାତ ସାହିତ୍ୟିକ ଓ ଗବେଷକ ସୀତାକାନ୍ତ ମହାପାତ୍ରଙ୍କ ଅନୁସାରେ "ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି।[୧][୨]

ଛଉ ନୃତ୍ୟରେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଗଣ[ସମ୍ପାଦନା]

ପଦ୍ମଶ୍ରୀ ପୁରସ୍କାର[ସମ୍ପାଦନା]

ପଣ୍ଡିତ ଗୋପାଳ ପ୍ରସାଦ ଦୁବେ (୨୦୧୧)(ଝାରଖଣ୍ଡ)[ସମ୍ପାଦନା]

  1. ମକର ଧ୍ବଜ ଦାରୋଗା (୨୦୧୧) (ଝାଡ଼ଖଣ୍ଡ)

ସଂଗୀତ ନାଟକ ଏକାଡେମୀ ପୁରସ୍କାର[ସମ୍ପାଦନା]

  1. ସୁଧେନ୍ଦ୍ର ନାରାୟଣ ସିଂଦେଓ (୧୯୬୩) (ଷଢେଈକଳା ଛଉ)
  2. ଅନନ୍ତ ଚରଣ ସାଈ (୧୯୭୧)(ମୟୂରଭଞ ଛଉ)
  3. କୃଷ୍ଣ ଚନ୍ଦ୍ର ନାୟକ (୧୯୭୫) (ମୟୂରଭଞ ଛଉ)
  4. କେଦାରନାଥ ସାହୁ (୧୯୮୧) (ଷଢେଈକଳା ଛଉ)
  5. ଗମ୍ଭୀର ସିଂ ମୁରା (୧୯୮୨) (ପୁରୁଲିଆ ଛଉ)
  6. ମଦନ ମୋହନ ଲେଂକା (୧୯୮୭)(ମୟୂରଭଞ ଛଉ)
  7. ଶ୍ରୀ ହରି ନାୟକ (୧୯୮୮)(ମୟୂରଭଞ ଛଉ)
  8. ବିକ୍ରମ କୁମ୍ଭକାର (୧୯୯୦) (ମୟୂରଭଞ ଛଉ)
  9. ଚନ୍ଦ୍ର୍ ଶେଖର ଭଞ(୧୯୯୧)(ମୟୂରଭଞ ଛଉ)
  10. ଶଶଧର ଆଚାର୍ଯ୍ୟ (୨୦୦୪) (ଷଢେଇକଳା ଛଉ)[୩]

ଟୀକା[ସମ୍ପାଦନା]

  1. ୧.୦୧.୧ Claus, p. 109
  2. "The Chhau". Seraikela-Kharsawan district official website. Retrieved 2009-03-15. 
  3. "Sangeet Natak Akademi Puraskar (Akademi Awards): Music (Vocal)". ସଂଗୀତ ନାଟକ ଅକାଦେମୀ. Retrieved 3 November 2013. 

ଆଧାର[ସମ୍ପାଦନା]

ଅଧିକ ତ‌ଥ୍ୟ[ସମ୍ପାଦନା]

ଭୁବନେଶ୍ୱର ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ମୟୂରଭଞ୍ଜ ଛଉ ପରିବେଷଣ କରୁଛନ୍ତି ଏକ ସଙ୍ଗୀତ ଦଳ ।

Dieser Artikel basiert auf dem Artikel ଛଉ ନାଚ aus der freien Enzyklopädie Wikipedia und steht unter der Doppellizenz GNU-Lizenz für freie Dokumentation und Creative Commons CC-BY-SA 3.0 Unported (Kurzfassung). In der Wikipedia ist eine Liste der Autoren verfügbar.